25/10/2026
ସମସ୍ତଙ୍କୁ ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ହାର୍ଦ୍ଧିକ ଶୁଭେଚ୍ଛା। ସୌଭାଗ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା' ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ।🙏🙏
#କୁମାରପୂର୍ଣ୍ଣିମା #ଗଜଲକ୍ଷ୍ମୀପୂଜା